ମୁଖ୍ୟ ଖବର ଦନ୍ତା ହାତୀ ମୃତ Angul OnlineMarch 8, 2022March 8, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାଗଡ ରେଞ୍ଜ ମାଧପୁର ଗାଁ ବିଲ ନିକଟରୁ ଦନ୍ତା ହାତୀର ମୃତଦେହ ଠାବ ହୋଇଛି । ମୃତ ହାତୀର ବୟସ ପ୍ରାୟ ୧୨ ରୁ ୧୫ ବର୍ଷ ହେବ । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତ ବେଳେ ବିଦ୍ୟୁତ ଆଘାତରେ ହାତୀ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ଜନ୍ତୁ ଶିକାର ପାଇଁ କିମ୍ବା ଫସଲ ସୁରକ୍ଷା ବିଛା ଯାଇଥିଲା ପାଇଁ ବିଦ୍ୟୁତ ତାରରେ ଲାଗି ହାତୀର ମୃତ୍ୟୁ ହୋଇଛି ବୋଲି ସନ୍ଦେହ କରା ଯାଉଛି । Advertisement
ନକଲି ସାର୍ଟିଫିକେଟ ଦେଇ ମେଡିକାଲ କଲେଜରେ ଚାକିରୀ – ଜିଲ୍ଲାପାଳ ଦେଲେ ତଦନ୍ତ ନିର୍ଦେଶ ଅନୁଗୋଳ – ଫେକ ସାର୍ଟିଫିକେଟ ଦେଇ ଚାକିରୀ । ତା ପୁଣି ମେଡିକାଲ କଲେଜରେ । କେବଳ ଯେ ଚାକିରୀ କରୁଛନ୍ତି ତା ନୁହେଁ ମେଡିକାଲ କଲେଜରେ…
ଦଳ ଛାଡିଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ ଅନୁଗୁଳ – ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଆଠମଲ୍ଲିକ ବିଧାୟକ ସଞ୍ଜୀବ କୁମାର ସାହୁ । ବୁଧବାର…
କାଉନସିଲରଙ୍କୁ ମରଣାନ୍ତକ ଆକ୍ରମଣ ଅନୁଗୁଳ – ଅନୁଗୁଳ ୫ ନମ୍ବର କାଉନସିଲରକୁ ମରଣାନ୍ତକ ଆକ୍ରମଣ ହୋଇଛି । କାଉନସିଲର ରଞ୍ଜିତ ମାଣ୍ଡୋଠିଆ ତାଙ୍କ ଦୋକାନରୁ ଘରକୁ ଯାଉଥିବା ବେଳେ ଦୁଇ ଦୁର୍ବୃତ୍ତ…