ଆଞ୍ଚଳିକ ଚିକିତ୍ସାଧୀନ ହାତୀ ଛୁଆର ମୃତ୍ୟୁ Angul OnlineJune 28, 2022June 28, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ କୁଶଖଲି ଜଙ୍ଗଲରେ ଆଜି(ମଙ୍ଗଳବାର) ଏକ ହାତୀଛୁଆର ମୃତ୍ୟୁ ହୋଇଛି । ମୃତ ହାତୀର ବୟସ ୩ ରୁ ୪ ବର୍ଷ ହୋଇଥିବା ଅନୁମାନ କରା ଯାଉଛି । ସୂଚନା ଅନୁସାରେ ହାତୀ ଛୁଆ ରକ୍ତହୀନତାର ଶିକାର ହୋଇଥିଲା । ଏଥିପାଇଁ ବନ ବିଭାଗ ପକ୍ଷରୁ ତାର ଗତକାଲିଠାରୁ ଚିକିତ୍ସା ଆରମ୍ଭ କରା ଯାଇଥିଲା । ହେଲେ ଆଜି ଚିକିତ୍ସାଧୀନ ଅବସ୍ଥାରେ ହାତୀ ଛୁଆର ମୃତ୍ୟୁ ହୋଇଥିବା ସାତକୋଶିଆ ଡ଼ିଏଫଓ ସରୋଜ ପଣ୍ଡାଙ୍କ ସୂଚନା ଦେଇଛନ୍ତି । Advertisement
ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାରୁ ବାଦ ପଡିବା ଘଟଣା – ଧିକାର ସଭା ସହ ସାମ୍ୱାଦିକଙ୍କ ବିକ୍ଷୋଭ ଅନୁଗୁଳ – ସରକାର ବିଭିନ୍ନ ଲୋକାଭିମୁଖୀ ଯୋଜନାରେ ପ୍ରତି ବର୍ଷ ହଜାର ହଜାର ଲୋକଙ୍କୁ ସାମିଲ କରୁଥିବା ବେଳେ ଅନୁଗୁଳ ଜିଲ୍ଲାରେ ଦେଖିବାକୁ ମିଳିଛି ଏହାର ବ୍ୟତିକ୍ରମ…
ଶତାୟୁ ମହିଳାଙ୍କ ଜନ୍ମଦିନ ପାଳିଲେ ପରିବାର ଅନୁଗୁଳ – ଅନୁଗୁଳ ବ୍ଳକ୍ ଅନ୍ତର୍ଗତ ବାଳୁଅକଟା ଗାଁ ପଦ୍ମାବତୀ ପ୍ରଧାନଙ୍କ ଶହେତମ ଜନ୍ମଦିନ ସ୍ଥାନୀୟ ପ୍ରଜାପିତା ବ୍ରହ୍ମାକୁମାରୀ ଆଶ୍ରମରେ ପାଳିତ ହୋଇଛି । ତାଙ୍କ ପରିବାର…
ଗାଡ଼ି ଧକ୍କାରେ ଭାଲୁ ମୃତ ଆଠମଲ୍ଲିକ – ଅନଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଆମ୍ବପାଳ ଛକ ନିକଟରେ ଏକ ଅଜଣା ଗାଡି ଧକ୍କା ଦେବାରୁ ରାସ୍ତା ଅତିକ୍ରମ କରୁଥିବା ଏକ ଭାଲୁର ମୃତ୍ୟୁ…