ବାଣିଜ୍ୟ ହୋଣ୍ଡାର ନୂତନ ଶୋରୁମ୍ ଉଦ୍ଘାଟିତ Angul OnlineAugust 30, 2022August 30, 2022 ଅନୁଗୁଳ -ଅନୁଗୁଳ ଜିଲ୍ଲା ଆଠମଲ୍ଲିକଠାରେ ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର୍ ଇଣ୍ଡିଆର ନୂତନ ଶୋରୁମ ମମତା ମୋଟର୍ସ ଉଦ୍ଘାଟିତ ହୋଇଯାଇଛି । ଯେଉଁଥରେ ହୋଣ୍ଡାର ସମସ୍ତ ପ୍ରକାରର ମୋଟରସାଇକେଲ ଏବଂ ସ୍କୁଟର ଉପଲବ୍ଧ ରହିବ । ନୂତନ ଗାଡ଼ି ବିକ୍ରି ସହ ଉତ୍ତମ ସେବା ଓ ସମସ୍ତ ପ୍ରକାର ସ୍ପେୟାର ପାର୍ଟସ ମଧ୍ୟ ଏହିଠାରୁ ପାଇ ପାରିବେ । ଏହି ଅବସରରେ ହୋଣ୍ଡାର ଜୋନାଲ ମ୍ୟାନେଜର ( ସେଲସ ) ରାଜେଶ ଚୌଧୁରୀ , ଏରିଆ ମ୍ୟାନେଜର ( ସେଲସ ) ଅମିତ୍ କୁମାର ମହାପାତ୍ର ଓ ଅଭିଷେକ ଉପାଧ୍ୟାୟ , ଲକ୍ଷ୍ମୀହୋଣ୍ଡା ଅନୁଗୁଳର ସତ୍ଵାଧିକାରୀ ବିକ୍ରମ ଅଗ୍ରୱାଲ ଅତିଥ୍ ଭାବେ ଯୋଗ ଦେଇ ନୂଆ ସୋ’ରୁମ୍ର ଉଦ୍ଘାଟନ କରିଥିଲେ । ସ୍ଥାନୀୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । Advertisement
ଶ୍ରେଷ୍ଠ ସିଏସଆର ଇମ୍ପାକ୍ଟ ଇନିସିଏଟିଭ୍ ପାଇଁ ଜିନ୍ଦଲ ଷ୍ଟିଲ୍ ଏବଂ ପାୱାର୍ ସମ୍ମାନିତ ଭୁବନେଶ୍ୱର – କର୍ପୋରେଟ୍ ସାମାଜିକ ଦାୟିତ୍ଵ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ସମ୍ମାନିତ କରାଯାଇଛି । କୋଲକାତାରେ ୦୮ ସେପ୍ଟେମ୍ବରରେ ଆୟୋଜିତ…
ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ମେଗା ଏସ ଏଚ ଜି ସମନ୍ୱୟ ମେଳା ଅନୁଷ୍ଠିତ ଅନୁଗୁଳ – ମଙ୍ଗଳବାର ଅପରାହ୍ନ ରେ ଅନୁଗୁଳ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଅଡ଼ିଟରିୟମରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଅନୁଗୁଳ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଏକ ମେଗା…
ବିଗୱିଙ୍ଗର ଶୁଭ ଉଦଘାଟନ ଅନୁଗୁଳ – ହୋଣ୍ଡା ମୋଟରସାଇକେଲ ଓ ସ୍କୁଟର ଇଣ୍ଡିଆର ଅତି ପ୍ରତିକ୍ଷିତ ଏବଂ ଆକର୍ଷଣୀୟ ପ୍ରିମିୟମ ହୋଣ୍ଡାର ଡିଲରଶିପ ହୋଣ୍ଡା ବିଗୱିଙ୍ଗର ଶୁଭ ଉଦଘାଟନ ହୋଇ ଯାଇଛି…