ଆଞ୍ଚଳିକରାଜନୀତି ବିଜେଡିର ତାଳଚେର ମୁନିସିପାଲିଟି କମିଟିର ପୁନଃର୍ଗଠନ – ସୁଧୀର ସଭାପତି,ଲଳିତ ସାଧାରଣ ସମ୍ପାଦକ Angul OnlineJanuary 31, 2021January 31, 2021 ତାଳଚେର – ବିଜୁ ଯୁବ ଜନତା ଦଳର ସଙ୍ଗଠନକୁ ଅଧିକ କ୍ରୀୟାଶିଳ ଓ ସୁଦୃଢ଼ କରିବା ପାଇଁ ଅନୁଗୁଳ ଜିଲ୍ଲା ତାଳଚେର ମୁନିସିପାଲିଟି କମିଟିର ପୁନଃଗଠନକୁ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦିନେଶ ପ୍ରଧାନ ଅନୁମୋଦନ କରିଛନ୍ତି । ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ( ଯୁବ ବ୍ୟାପାର ) ଶ୍ରୀଯୁକ୍ତ ପ୍ରଣବ ବଳବନ୍ତରାଏ , ବିଜୁ ଯୁବ ଜନତା ଦଳ ର ରାଜ୍ୟ ସଭାପତି ବୌମକେଶ ରାୟ , ଯୁବ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ସୁନିଲ କୁମାର ପଣ୍ଡା , କଟକ ଜୋନ ସଭାପତି ଶୁଭ୍ରାଂଶୁ ନାରାୟଣ ମିଶ୍ରଙ୍କ ସହମତି କ୍ରମେ ଏହି କମିଟି ଘୋଷଣା କରାଯାଇଛି । ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ସହମତି କ୍ରମେ , ବିଜୁ ଯୁବ ଜନତା ଦଳର ତାଳଚେର ମୁନିସିପାଲିଟି ସଭାପତି ସୁଧିର କୁମାର ସିଂହସାମନ୍ତଙ୍କ ତତ୍ତ୍ବାବଧନରେ ଏହି କମିଟି ଗଠନ କରାଯାଇ ଅଛି । ବିଜୁ ଯୁବ ଜନତା ଦଳର ତାଳଚେର ମୁନିସିପାଲିଟି କମିଟିର ସାଧାରଣ ସମ୍ପାଦକ ଭାବେ ଲଳିତ ରାଉତ, ଉପସଭାପତି ଚନ୍ଦନ ସିଂହ ଏବଂ ମିଡ଼ିଆ ସେଲର ଦାୟୀତ୍ବ ଅଶ୍ୱିନୀ ସେଠଙ୍କୁ ପ୍ରଦାନ କରାଯାଇଛି । Advertisement
ପୋଖରୀରୁ କମ୍ପାନୀ କର୍ମଚାରୀଙ୍କ ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବନ୍ଦା କୁସୁମନାଳି ପୋଖରୀରୁ ଆଜି(ବୁଧବାର) ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ପୋଖରୀରେ…
ଆମ ହସପିଟାଲ ଦାବିରେ ବୈଠକ ବର୍ଜନ କଲେ ଜିଲ୍ଲା-ପରିଷଦ ଅନୁଗୋଳ – ରାଜ୍ୟ ସରକାର ୧୪୭ ଟି ନିର୍ବାଚନ ମଣ୍ଡଳୀରେ ଗୋଟିଏ ଲେଖାଏଁ ଡାକ୍ତରଖାନାକୁ ମୋ ହସପିଟାଲ ଯୋଜନାରେ ସାମିଲ କରିଛନ୍ତି । ତେବେ ଅନୁଗୋଳ ଜିଲ୍ଲାର…
ଜୀବନରେ ବଡ଼ ମଣିଷ ହେବା ଅପେକ୍ଷା ଜଣେ ଭଲ ମଣିଷ ହେବା – ଗୁରୁ ଦିବସରେ ଆହ୍ୱାନ ତାଳଚେର – ତାଳଚେର ସ୍ଥିତ ଏଲିଟ୍ ଏକ୍ସିଲେନ୍ସ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଏଲିଟ୍ ଏକାଡେମୀ ପକ୍ଷରୁ ଜଗନ୍ନାଥ କଲୋନୀ ଠାରେ ଥିବା କଲ୍ୟାଣ ମଣ୍ଡପ ଠାରେ…