ମୁଖ୍ୟ ଖବର ଇନସପେକ୍ଟର ସ୍ତରରେ ଅଦଳବଦଳ Angul OnlineJuly 1, 2021July 1, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସର ଇନସପେକ୍ଟର ସ୍ତରରେ ଅଦଳବଦଳ ହୋଇଛି । ଅନୁଗୁଳ ଏସପିଙ୍କ ନିର୍ଦେଶ ଅନୁସାରେ କିଆକଟା ଥାନା ଅଧିକାରି ଭାବେ କାର୍ଯ୍ୟରତ ଇନସପେକ୍ଟର ଅନାମ ଲାକ୍ରାଙ୍କୁ ରେଙ୍ଗାଳି ଥାନା ବଦଳି କରା ଯାଇଛି । ସେହିଭଳି ରେଙ୍ଗାଳି ଥାନାର ଇନସପେକ୍ଟର ସରୋଜକାନ୍ତ ସାମଳଙ୍କୁ ରେଙ୍ଗାଳି ଥାନା , ଜରପଡା ଥାନା ଇନସପେକ୍ଟର ପ୍ରଦୀପ କୁମାର ପ୍ରଧାନଙ୍କୁ ହଣ୍ଡପା ଥାନା , ହଣ୍ଡପା ଥାନା ଇନସପେକ୍ଟର ଲବ ବୋଡାଙ୍କୁ ସମଲ ଥାନା , ସମଲ ଥାନା ଇନସପେକ୍ଟର ଚାରୁଲତା ବେହେରାଙ୍କୁ ପୁରୁଣାକୋଟ ଥାନା , ଆଠମଲ୍ଲିକ ଥାନା ଇନସପେକ୍ଟର ପ୍ରିୟବ୍ରତ ଦାସଙ୍କୁ ଇଣ୍ଡଷ୍ଟ୍ରିଆଲ ଥାନା ନିଶା , ଇଣ୍ଡଷ୍ଟ୍ରିଆଲ ଥାନା ନିଶା ଇନସପେକ୍ଟର ପ୍ରୀତିମଞ୍ଜରୀ ମେଣ୍ଡୁଲିଙ୍କୁ ଖମାର ଥାନା , ଖମାର ଥାନା ଇନସପେକ୍ଟର ନିରୋଦ କୁମରା ଦାସଙ୍କୁ ଆଠମଲ୍ଲିକ ଥାନା , ଅନୁଗୁଳ ଥାନାରେ ଆଡିସିନାଲ ଥାନା ଅଧିକାରୀ ଭାବେ କାର୍ଯ୍ୟରତ ଇନସପେକ୍ଟର ଧୀରେନ ବେହେରାଙ୍କୁ ଛେଣ୍ଡିପଦା ଥାନା ଓ ପୁରୁଣାକୋଟ ଥାନା ରେ କାର୍ଯ୍ୟରତ ସବ-ଇନସପେକ୍ଟର ବିକ୍ରମ ଜୟପୁରିଆଙ୍କୁ କିଆକଟା ଥାନାକୁ ବଦଳି କରା ଯାଇଛି । Advertisement
ଏନଟିପିସି ଟିଟିପିଏସର ସମସ୍ତ ୟୁନିଟ ବନ୍ଦ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ଏନଟିପିସି ଟିଟିପିଏସର ଆଜିଠାରୁ ବିଦ୍ୟୁତ ଉତ୍ପାଦନ ବନ୍ଦ ହୋଇ ଯାଇଛି । ଯେଉଁଠାରୁ ସାରା ରାଜ୍ୟକୁ ବିଦ୍ୟୁତ ସଞ୍ଚରି ଯାଉଥିଲା…
ଜାଲି ପିଇଟି ଶିକ୍ଷକଙ୍କ ସଂଖ୍ୟା ବଢୁଛି – ଉଚ୍ଚ ସ୍ତରୀୟ ତଦନ୍ତ ଆବଶ୍ୟକ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ନକଲି ପିଇଟି ଶିକ୍ଷକଙ୍କ ସଂଖ୍ୟା କେବଳ ଯେ ୧୦ ତା ନୁହେଁ । ଏହାର ସଂଖ୍ୟା ଅଧିକ ରହିଛି । ଗତକାଲି…
୨୦୨୭ ଡିସେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ ତାଳଚେର ସାର କାରଖାନା ଅନୁଗୁଳ – କୋଲ୍ ଇଣ୍ଡିଆ ଲିଃ, ଗେଲ୍ ଇଣ୍ଡିଆ ଲିଃ, ରାଷ୍ଟ୍ରୀୟ କେମିକାଲ୍ ଆଣ୍ଡ ଫର୍ଟିଲାଇଜର୍ ତଥା ଏଫ୍ସିଆଇ ସହଯୋଗରେ ପରିଚାଳିତ ହେଉଥିବା ତାଳଚେର ସାର କାରଖାନାରେ…