ଆଞ୍ଚଳିକ ବିଦ୍ୟୁତ ଆଘାତରେ ଜଣେ ମୃତ Angul OnlineAugust 8, 2021August 8, 2021 ଅନୁଗୁଳ -(AO)- ଅନୁଗୁଳ ଜିଲ୍ଲା କୁଇଓ ଗାଁରେ ବିଦ୍ୟୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ସେହି ଗାଁର ଅଭିରାମ ଗଡନାୟକ । ସୂଚନା ଅନୁସାରେ ଅଭିରାମ ଜଣେ ବାଇଗଣ ଚାଷୀ ହୋଇଥିବା ଆଜି ସକାଳେ ତାଙ୍କ ବାଇଗଣ ବଗିଚାରେ ପାଣି ମଡାଇବା ପାଇଁ ମୋଟର ଲଗାଇଥିଲେ । ସେହି ମୋଟର ଲଗାଇବା ବେଳେ ସେଥିରୁ ବିଦ୍ୟୁତ ଆଘାତ ଲାଗି ସେ ସେଠାରେ ପଡି ଯାଇଥିଲେ । ପରିବାର ଲୋକ ତାଙ୍କୁ ସେଠାରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚ୍ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । Advertisement
ବିଦ୍ୟୁତ ଆଘାତରେ ଯୁବକ ମୃତ ବଅଁରପାଳ – ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗଡ଼ସନ୍ତ୍ରୀ ଗ୍ରାମରେ ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ସେହି…
ୟୁନିୟନ ପାଇଁ ଶ୍ରମ କାର୍ଯ୍ୟାଳୟ ଆଗରେ ଧାରଣା ଅନୁଗୁଳ – ଶ୍ରମିକ ସଙ୍ଘ କରିବାକୁ ଯାଇ ଦୋଛକିରେ ପଡି ଯାଇଛନ୍ତି ଶ୍ରମିକ । ଗୋଟିଏ ପଟେ କାମ କରୁଥିବା ସଂସ୍ଥା ହଇରାଣ କରୁଥିବା ବେଳେ ଲେବର…
ଉତ୍କଳ କରାଟେ ସଂଗଠନ ପକ୍ଷରୁ ବାର୍ଷିକ ପ୍ରତିଯୋଗିତା ଅନୁଗୋଳ – ଅନୁଗୋଳ ଶିଶୁ ବିଦ୍ୟା ମନ୍ଦିର ଅଡିଟୋରିୟମ ରେ ଉତ୍କଳ କ୍ୟୁକୋସିନ କରାଟେ ଓ ଯୋଗ ସଂଗଠନ ପକ୍ଷରୁ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା…