ମନୋରଞ୍ଜନ ବିଶ୍ଵ ନାଟ୍ୟ ଦିବସ ପାଳିତ Angul OnlineMarch 29, 2022March 29, 2022 ଅନୁଗୁଳ – ଅନୁଗୁଳ କଳାକାର ଭବନ ଠାରେ ବିଶ୍ଵ ନାଟ୍ୟ ଦିବସ ପାଳିତ ହୋଇଯାଇଛି । କବୟିତ୍ରୀ ଇନ୍ଦିରା ଦାଶଙ୍କ ମଞ୍ଚ ପରିଚାଳନାରେ ଆୟୋଜିତ ଏହି ସମାରୋହରେ ଜିଲ୍ଲା ସଂସ୍କୃତି ଅଧିକାରୀ ଦୁଃଶାସନ ନାୟକ ମୁଖ୍ୟ ଅତିଥି, ଡା ଶାନ୍ତନୁ କୁମାର ସର ମୁଖ୍ୟ ବକ୍ତା ଏବଂ ନାଟ୍ୟ ନିର୍ଦ୍ଦେଶକ ନବଦୀପ ମହାଳିକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ସଭାରେ ଆଜି ନାଟକରେ ସମସ୍ୟା ଓ ଏହାର ସମାଧାନ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ବସନ୍ତ ଦାସ , ବିଭୂତି ଶତପଥୀ,ବିଜୟ ଦାସ ରାଧାକାନ୍ତ ମହାନ୍ତି ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କଳାକାରର ସଭାପତି ଭୂପେଶ ପ୍ରଧାନ ଉପସଭାପତି ଦେବବ୍ରତ ପଟ୍ଟନାୟକ,ସମ୍ପାଦକ ବିଭୂତି ମହାପାତ୍ର, ସହସମ୍ପାଦକ ପ୍ରଶାନ୍ତ ରଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । Advertisement
ଧୁମଧାମରେ ପାଳନ ହେଉଛି ମା ବାସନ୍ତୀ ପୂଜା ଅନୁଗୋଳ – ଅନୁଗୋଳ ଅମଲାପଡ଼ା ମା ବାସନ୍ତୀ ଦୁର୍ଗାପୂଜା ମଣ୍ଡପରେ ଆଜି ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ଗତକାଲି ଷଷ୍ଠୀ ପୂଜା ଆରମ୍ଭ ହୋଇଥିବା ବେଳେଆଜି…
ଚଳିତ ବର୍ଷ ଜିଲ୍ଲାର ବିଭିନ୍ନ ସ୍ଥାନରେ ହେବ ମହୋତ୍ସବ ଅନୁଗୁଳ – ଚଳିତ ବର୍ଷ ଅନୁଗୁଳ ଜିଲ୍ଲାରେ ପୁଣି ଜିଲ୍ଲାବାସୀଙ୍କୁ ଆମୋଦିତ କରିବ ଜିଲ୍ଲା ମହୋତ୍ସବ । ସ୍ଥାନିୟ କଳାକାରଙ୍କ ସମେତ ଓଲିଉଡ ଓ ବଲିଉଡ କଳାକାରଙ୍କ…
ଅନୁଗୁଳ ମହୋତ୍ସବ ପ୍ରଥମ ସନ୍ଧ୍ୟା – ମତୁଆଲା କଲେ ବଣ୍ଟି ଏବଂ ବେନି ଦୟାଲ ଅନୁଗୋଳ – ଆଜି ଠାରୁ ଆରମ୍ଭ ହୋଇଛି ଅନୁଗୋଳ ମହୋତ୍ସବ । ଜିଲ୍ଲା ଗଠନର ୩୦ ବର୍ଷ ପୂର୍ତ୍ତି ଅବସରରେ ଏଥର ମହୋତ୍ସବକୁ ଅଧିକ ରଙ୍ଗିନ କରାଯାଉଥିଲାବେଳେ…