ଅପରାଧ ଲାଞ୍ଚୁଆ ବାବୁଙ୍କୁ କାରାଦଣ୍ଡାଦେଶ Angul OnlineSeptember 25, 2024September 25, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ଯୋଗାଣ ବିଭାଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅଡିସିନାଲ ପ୍ରୋଜେକ୍ଟ ଡ଼ାଇରେକ୍ଟର ସୌମେନ୍ଦ୍ର ଚୌଧୁରୀଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ସ୍ପେସିଆଲ ଭିଜିଲାନ୍ସ କୋର୍ଟ । ସୂଚନା ଅନୁସାରେ ସେ ଜଣଙ୍କଠାରୁ ତାଙ୍କ ହାଉସ ରେଣ୍ଟ ଓ ମେଡ଼ିକାଲ ଆଲୋଆନ୍ସ କରାଇ ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ । ଏଥିପାଇଁ ତାଙ୍କୁ ଗତ ୨୦୧୧ ମସିହାରେ ଚାକିରିରୁ ସରକାର ବହିଷ୍କାର କରିଥିଲେ । ତେବେ ସେବେଠାରୁ ମାମଲା ବିଚାରାଧୀନ ଥିବା ବେଳେ ଆଜି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । Advertisement
ମଦ କାଉଣ୍ଟର ମ୍ୟାନେଜରଙ୍କୁ ହାଣିଲେ ଦୁର୍ବୃତ୍ତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଡ଼କେରା ବିଦେଶୀ ମଦ କାଉଣ୍ଟର ମ୍ୟାନେଜରଙ୍କୁ ଭୁଜାଲିରେ ହାଣିଲେ ଦୁର୍ବୁତ୍ତ । ଗତକାଲି (ମଙ୍ଗଳବାର) ସନ୍ଧ୍ୟାରେ ଏକ ମୋଟରସାଇକେଲରେ ଦୁଇ ଜଣ…
ବ୍ରାଉନସୁଗାର୍ ଓ ଗଞ୍ଜେଇ ଜବତ – ୨ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗର ସଦର ଏବଂ ମୋବାଇଲ ରେଞ୍ଜ ପକ୍ଷରୁ ଜରପଡା ଓ ନାଲକୋ ଅଞ୍ଚଳରେ ଚଢାଉ କରାଯାଇଥିଲା । ଏହି ଚଢାଉ…
ବାହୁଡ଼ା ଯାତ୍ରାରେ ସକ୍ରିୟ ଚୋର ଗ୍ୟାଙ୍ଗ – ୪ ମହିଳାଙ୍କ ସହ ୫ ଗିରଫ ଅନୁଗୋଳ: ବାହୁଡ଼ା ଯାତ୍ରାର ଜନଗହଳିର ସୁଯୋଗ ନେଇ ଭକ୍ତଙ୍କଠାରୁ ମୂଲ୍ୟବାନ ସାମଗ୍ରୀ ଚୋରି କରୁଥିବା ଅଭିଯୋଗରେ ଅନୁଗୋଳ ପୁଲିସ ୪ ଜଣ ଅଣଓଡ଼ିଆ ମହିଳା ଓ ସେମାନଙ୍କ…