ମୁଖ୍ୟ ଖବର ବଦଳିଲେ ଡିଆଇଜି ସାର୍ଥକ ଷଡଙ୍ଗୀ Angul OnlineOctober 2, 2022October 2, 2022 ଅନୁଗୁଳ – ଉତ୍ତର-କେନ୍ଦ୍ରାଞ୍ଚଳ ଡିଆଇଜି ସାର୍ଥକ ଷଡଙ୍ଗୀଙ୍କ ବଦଳି ହୋଇଛି । ଗୃହ ବିଭାଗର ଚିଠି ଅନୁସାରେ ଉତ୍ତର-କେନ୍ଦ୍ରାଞ୍ଚଳ ଡ଼ିଆଇଜି ତଥା ଅନୁଗୁଳ ପୋଲିସ ଟ୍ରେନିଂ ସେଣ୍ଟରରୁ ସାର୍ଥକ ଷଡଙ୍ଗୀଙ୍କୁ କଟକସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟର ଡିଆଜି ଭାବେ ବଦଳି କରାଯାଇଛି । ଗତ କିଛି ମାସ ହେଲା ଷ୍ଟଡି ଲିଭରେ ଥିବା ବେଳେ ଏସ.ଟି.ଏଫ. ଡିଆଇଜି ଜୟ ନାରାୟଣ ପଙ୍କଜ ଦାୟିତ୍ୱ ତୁଲାଉ ଥିଲେ । ଆଜି ଡିଆଇଜି ସାର୍ଥକ ଷଡଙ୍ଗୀଙ୍କ ବଦଳି ପରେ ଜୟ ନାରାୟଣ ପଙ୍କଜଙ୍କୁ ଉତ୍ତର-କେନ୍ଦ୍ରାଞ୍ଚଳ ଡ଼ିଆଇଜି ଓ ପୁଲିସ ଟ୍ରେନିଂ କଲେଜର ଅତିରିକ୍ତ ଦାୟିତ୍ୱ ଦିଆ ଯାଇଛି । Advertisement
ଅମଲାପଡାରୁ ୧୨ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ ଅନୁଗୁଳ – ପୂଜା ବଜାର ସରଗରମ ହେବା ପୂର୍ବରୁ ଅନୁଗୁଳ ଅବକାରୀ ବିଭାଗକୁ ଏକ ବଡ ସଫଳତା ମିଳିଛି । ଅନୁଗୁଳ ବଜାର ଭିତରୁ ୧୨୦ ଗ୍ରାମ…
ପୁଲିସ ଫାୟାରିଂ ରେଞ୍ଜରୁ ଗୁଳି ଗାଁରେ – ଲୋକେ ଆତଙ୍କିତ ଅନୁଗୋଳ – ଅନୁଗୋଳ ସରଧାପୁର ଗାଁ ଜଙ୍ଗଲରେ ଥିବା ପୁଲିସ ଫାୟାରିଂ ରେଞ୍ଜର ଗୁଳି ଶନିବାର ସକାଳେ ଗାଁରେ ପହଞ୍ଚିଛି । ସୂଚନା ଅନୁସାରେ, ସକାଳେ ଗାଁର…
ଗାଡି ଜାଞ୍ଚ ବେଳେ ପୁଲିସ ଗାଡି ଡ୍ରାଇଭରଙ୍କୁ ଚାପି ଦେଲା ଟ୍ୟାଙ୍କର – ଡ୍ରାଇଭର ମୃତ ଅନୁଗୁଳ – ଜାତୀୟ ରାଜପଥ ୫୫ ର କୁଟାସିଂହା ଠାରେ ପୁଲିସ ଚେକିଂ ବେଳେ ଅଘଟଣ ଘଟି ଯାଇଛି। ଏକ ଟ୍ୟାଙ୍କର ଧକ୍କାରେ ଜଣେ ପୁଲିସ ଗାଡି…