ମୁଖ୍ୟ ଖବର ବଦଳିଲେ ଡିଆଇଜି ସାର୍ଥକ ଷଡଙ୍ଗୀ Angul OnlineOctober 2, 2022October 2, 2022 ଅନୁଗୁଳ – ଉତ୍ତର-କେନ୍ଦ୍ରାଞ୍ଚଳ ଡିଆଇଜି ସାର୍ଥକ ଷଡଙ୍ଗୀଙ୍କ ବଦଳି ହୋଇଛି । ଗୃହ ବିଭାଗର ଚିଠି ଅନୁସାରେ ଉତ୍ତର-କେନ୍ଦ୍ରାଞ୍ଚଳ ଡ଼ିଆଇଜି ତଥା ଅନୁଗୁଳ ପୋଲିସ ଟ୍ରେନିଂ ସେଣ୍ଟରରୁ ସାର୍ଥକ ଷଡଙ୍ଗୀଙ୍କୁ କଟକସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟର ଡିଆଜି ଭାବେ ବଦଳି କରାଯାଇଛି । ଗତ କିଛି ମାସ ହେଲା ଷ୍ଟଡି ଲିଭରେ ଥିବା ବେଳେ ଏସ.ଟି.ଏଫ. ଡିଆଇଜି ଜୟ ନାରାୟଣ ପଙ୍କଜ ଦାୟିତ୍ୱ ତୁଲାଉ ଥିଲେ । ଆଜି ଡିଆଇଜି ସାର୍ଥକ ଷଡଙ୍ଗୀଙ୍କ ବଦଳି ପରେ ଜୟ ନାରାୟଣ ପଙ୍କଜଙ୍କୁ ଉତ୍ତର-କେନ୍ଦ୍ରାଞ୍ଚଳ ଡ଼ିଆଇଜି ଓ ପୁଲିସ ଟ୍ରେନିଂ କଲେଜର ଅତିରିକ୍ତ ଦାୟିତ୍ୱ ଦିଆ ଯାଇଛି । Advertisement
ଗଛ ଉପରେ ଚଢିଗଲେ ବୃଦ୍ଧା – ନାକେଦମ ପରିବାର ଓ ଗ୍ରାମବାସୀ ଅନୁଗୁଳ – ୩୦ ଫୁଟ ଉଚ୍ଚ ନିମ୍ବ ଗଛକୁ ଚଢ଼ିଗଲେ ବୃଦ୍ଧା ହେଲେ ଓହ୍ଲାଇ ନ ପାରି ଘଣ୍ଟାଏ କାଳ ବସି ରହିଲେ ଗଛ ଉପରେ ।…
୨୦୨୭ ମସିହା ସେପ୍ଟେମ୍ବର ମାସ ସୁଦ୍ଧା କାର୍ଯ୍ୟକ୍ଷମ ହେବ NTPC TTPS ଅନୁଗୁଳ – ୨୦୨୭ ମସିହା ସେପ୍ଟେମ୍ବର ମାସ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବନ୍ଦ ହୋଇ ଯାଇଥିବା NTPC TTPS ର ପ୍ରଥମ ୟୁନିଟ । ଏଥିପାଇଁ ପ୍ଲାଣ୍ଟର…
୫.୭୮ କୋଟିରେ ହେବ ସହର ଭିତର ରାଜପଥ ଉନ୍ନତିକରଣ ଅନୁଗୁଳ – ଅନୁଗୁଳ ସହର ଦେଇ ଯାଇଥିବା ଜାତୀୟ ରାଜପଥର ଉନ୍ନତିକରଣ ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ବିବରଣୀରୁ ପ୍ରକାଶ ଯେ, ଅନୁଗୁଳ ସହର…