ମୁଖ୍ୟ ଖବର ଶୁଧାଂଶୁ ଶେଖର ମିଶ୍ର ଅନୁଗୁଳ ଏସ୍.ପି. Angul OnlineDecember 30, 2022December 30, 2022 ଅନୁଗୁଳ – ବଦଳିଲେ ଅନୁଗୁଳ ଏସ୍.ପି. ଜଗମୋହନ ମିନା । ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଚିଠି ଅନୁସାରେ ଅନୁଗୁଳ ଏସ୍.ପି.ଜଗମୋହନ ମୀନାଙ୍କର ଗଞ୍ଜାମ ଜିଲ୍ଲାକୁ ବଦଳି ହୋଇଛି । ସେହିଭଳି ବାଲେଶ୍ୱର ଏସ୍.ପି. ଶୁଧାଂଶୁ ଶେଖର ମିଶ୍ରଙ୍କୁ ଅନୁଗୁଳ ଜିଲ୍ଲା ଏସ୍.ପି. ଭାବେ ଦାୟିତ୍ବ ମିଳିଛି । ସେହିଭଳି ଅନୁଗୁଳରେ ପୂର୍ବରୁ ଏସ୍.ପି. ଭାବେ କାମ କରିଥିବା ଏବଂ ବର୍ତ୍ତମାନ ଗଞ୍ଜାମ ଏସ୍.ପି. ଭାବେ କାର୍ଯ୍ୟରତ ଥିବା ବ୍ରିଜେଶ ରାୟଙ୍କର ପଦୋନ୍ନତି ହୋଇଛି । ଡିଆଜି ଭାବେ ପଦୋନ୍ନତି ହୋଇଥିବା ବ୍ରିଜେଶ ରାୟଙ୍କୁ ଉତ୍ତର-କେନ୍ଦ୍ରାଞ୍ଚଳ ଡିଆଜି , ତାଳଚେରର ଦାୟିତ୍ୱ ମିଳିଛି । Advertisement
ବୈତୁରା ହେଲେ ଅନୁଗୁଳ ଉପ-ଜିଲ୍ଲାପାଳ ଅନୁଗୁଳ – ଅନୁଗୁଳ ଉପ ଜିଲ୍ଲାପାଳ ଭାବେ ସୋମବାର ବୈତୁରା ଦିପ୍ ଦାୟିତ୍ବ ଗ୍ରହଣ କରିଛନ୍ତି । ଜିଲ୍ଲାରେ ସେ ସବ୍ ରେଷ୍ଟରଠାରୁ ଆରମ୍ଭକରି ସହକାରୀ ଉପଜିଲ୍ଲାପାଳ…
ପ୍ରେମ ପାଇଁ ଯୁବକଙ୍କ ଆତ୍ମହତ୍ୟା କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ ତେଲିସିଙ୍ଗା ଗାଁରେ ଅଭାବନୀୟ ଘଟଣା ଘଟି ଯାଇଛି । ପ୍ରେମରେ ବିଫଳ ହୋଇ ଘରେ ରଶି ଲଗାଇ…
୪ ଡକାୟତ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ୪ ଡ଼କାୟତଙ୍କୁ ଗିରଫ କରିଛି । ଏହି ଚାରିଜଣ ଡକାୟତଙ୍କୁ ପୁଲିସ ଗିରଫ କରିବାସହ ତାଙ୍କଠାରୁ ୨୧ହଜାର ଟଙ୍କା…