ବାଣିଜ୍ୟ ଆପେ ଇଲେକ୍ଟ୍ରିକ ତିନି ଚକିଆ ଯାନ ବଜ଼ାର ପ୍ରବେଶ Angul OnlineJanuary 28, 2023January 28, 2023 ଅନୁଗୋଳ – ଅନୁଗୋଳ ପଞ୍ଚମହାଲ ସ୍ଥିତ ଅଧିକୃତ ବିକ୍ରେତା LAXMI AUTO COMBINE ଠାରେ ଆନୁଷ୍ଠାନିକ ଭାବେ ଆପେ ଇଲେକ୍ଟ୍ରିକ ତିନି ଚକିଆ ଯାନର ଶୁଭଉଦ୍ଘାଟନ ହୋଇଯାଇଅଛି I ଏହି ଅବସରରେ ଲକ୍ଷ୍ମୀଜୀ ଗ୍ରୁପର ଉପଦେଷ୍ଟା ଶ୍ରୀଯୁକ୍ତ Ramesh Chandra Agarwalla ଓ ଶ୍ରୀମତୀ Laxmi Devi Agarwalla ପ୍ରଦୀପ ପ୍ରଜ୍ବଳନ କରି ଉପସ୍ଥିତ ଗ୍ରାହକ ଓ ଅତିଥି ମାନଙ୍କୁ ନୂଆ ଇଲେକ୍ଟ୍ରିକ ଗାଡି ବିଷୟରେ ସମ୍ୟକ ଉଦବୋଧନ ଦେଇଥିଲେ I ଭାରତ ସରକାରଙ୍କ ସବସିଡ଼ ଓ ବିନା ରେଜିଷ୍ଟ୍ରସନ ଫି ଯୋଗୁଁ ଗାଡି ର ମୂଲ୍ୟ ବହୁତ ସ୍ୱଳ୍ପ, ଯେଉଁଥିରେ ଗ୍ରାହକ ମାନେ ଲାଭବାନ ହୋଇପାରିବେ I ଗାଡି Charging କରି ବିନା ଡିଜେଲ ଓ ପେଟ୍ରୋଲ ରେ ଚାଳକ ଚଲେଇ ପାରିବେ I ଗାଡି ର ମେଣ୍ଟେନାନ୍ସ ଚାର୍ଜ ବହୁତ କମ I Laxmi Auto Combine ଭବିଷ୍ୟତରେ ଉର୍ନତମାନର ଇଲେକ୍ଟ୍ରିକ ଗାଡି ସହିତ ଗ୍ରାହକ ମାନଙ୍କୁ ଉତ୍ତମ ଯୋଗାଇ ଦେବା ପାଇଁ ପ୍ରତିଶୃତି ବଦ୍ଧ I ଏହି ଅବସରରେ ସହରର ବହୁ ଗଣମାନ୍ୟ ବ୍ୟକ୍ତି ଓ ଗ୍ରାହକ ମାନଙ୍କ ଉପସ୍ଥିତିରେ ହୋଇଥିଲା I ପରିଶେଷରେ Laxmi Auto Combine ର ସମସ୍ତ କର୍ମଚାରୀ, ଅତିଥି ଓ ଗ୍ରାହକ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ I Advertisement
ଜାତୀୟ ଖଣିଜ କଂଗ୍ରେସ ପ୍ରତିନିଧିଙ୍କ ଜେଏସ୍ପି ପ୍ଲାଣ୍ଟ ପରିଦର୍ଶନ ଭୁବନେଶ୍ୱର – ବିଶ୍ୱ ଖଣି କଂଗ୍ରେସର ଭାରତୀୟ ଜାତୀୟ କମିଟି ଦ୍ୱାରା ଆୟୋଜିତ ଏବଂ କୋଇଲା ମନ୍ତ୍ରଣାଳୟ ଦ୍ୱାରା ସମର୍ଥିତ ଜାତୀୟ ଖଣିଜ କଂଗ୍ରେସର ୬୦ରୁ ଅଧିକ…
ଆଇସିକ୍ୟୁସିସି ୨୨ – ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ୫ଟି ସ୍ଵର୍ଣ ପଦକ ହାସଲ ଅନୁଗୁଳ – ଇଣ୍ଡୋନେସିଆର ଜାକର୍ତାଠାରେ ଅନୁଷ୍ଠିତ ହୋଇଥିବା ଇଣ୍ଟରନେସନାଲ କନଭେନସନ ଅନ କ୍ଵାଲିଟି କଣ୍ଟ୍ରୋଲ ସର୍କଲସ – ୨୨ (ଆଇସିକ୍ୟୁସିସି)ରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର…
ଅତ୍ଯାଧୁନିକ ଲଣ୍ଡ୍ରି ଓ ଡ୍ରାଏ କ୍ଲିନିକ “ଟମ୍ବଲ ଡ୍ରାଏ” ଉଦଘାଟିତ ଅନୁଗୁଳ – ଅନୁଗୁଳ ସହର ଗାନ୍ଧୀମାର୍ଗରେ ସୋମବାର ଏକ ଅତ୍ଯାଧୁନିକ ଲଣ୍ଡ୍ରି ଓ ଡ୍ରାଏ କ୍ଲିନିକ ଉଦଘାଟିତ ହୋଇ ଯାଇଛି । ଟମ୍ବଲ ଡ୍ରାଏ ନାମକ ଏହି…