ଅପରାଧ ୬ ଜଣ ଜୁଆଡ଼ି ଗିରଫ – କାର, ମୋଟରସାଇକେଲ , ଟଙ୍କା ଜବତ Angul OnlineJanuary 15, 2022January 15, 2022 ଅନୁଗୁଳ – ଅନୁଗୁଳ ସଦର ପୁଲିସ ପଞ୍ଚମହଲାର ଜଙ୍ଗଲିଆ ଅଞ୍ଚଳରେ ଚଢ଼ାଉକରି ୬ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ମାନେ ହେଲେ ହେମୁସୁରପଡ଼ାର ଧରଣୀ ଦାସ , ମଦନମୋନପଡ଼ାର ଜ୍ଞାନ ରଞ୍ଜନ ପୃଷ୍ଟି , କଣିହାଁ ଥାନା ଅନ୍ତର୍ଗତ ଦୁର୍ଗାପୁର ଗାଁର ଶ୍ରୀଧର ନାଏକ , ଥର୍ମାଲ ଜଗନ୍ନାଥପୁର ଗାଁର ରୁଚିର ନାହାକ , କୋଲିୟରୀ ଥାନା ଅନ୍ତର୍ଗତ ଡ଼ଅଁରା ଗାଁର ମାନସ ବିଶ୍ବାଳ ଓ ଛେଣ୍ଡିପଦା ଥାନା ଅନ୍ତର୍ଗତ ସନ୍ତରାବନ୍ଧ ଗାଁର ନିରଞ୍ଜନ ସାହୁ । ସେମାନଙ୍କଠାରୁ ୧୦ ହଜାର ୭୪୦ ଟଙ୍କା, ମୋବାଇଲ ଫୋନ୍, ଗୋଟିଏ କାର(ଓଡି୧୯ଡି- ୭୪୫୫), ୨ଟି ମୋଟରସାଇକେଲ ଜବତ କରାଯାଇଛି । Advertisement
ମ୍ୟାନେଜର କରିଥିଲେ ନକଲି ବନ୍ଧୁକ ଦେଖାଇ ଲୁଟ – ମ୍ୟାନେଜର ସମେତ ୫ ଜଣ ଗିରଫ ଅନୁଗୁଳ – ଗତ ଅକ୍ଟୋବର ମାସ ୧୫ ତାରିଖରେ ନାଲକୋନଗର ଥାନା କୁଲାଡ଼ ଅଂଚଳରେ ଥିବା ଫ୍ଲିପ କାର୍ଟର ହବରେ କିଛି ଦୁର୍ବୃତ୍ତ ନକଲି ବନ୍ଧୁକ ଦେଖାଇ…
ପୁଣି ସକ୍ରିୟ ଗଞ୍ଜେଇ ମଫିଆ – ବଢିଛି ଗଞ୍ଜେଇ ଚାଷ ପୁଣି ସକ୍ରିୟ ଗଞ୍ଜେଇ ମଫିଆ – ବଢିଛି ଗଞ୍ଜେଇ ଚା ଅନୁଗୁଳ – ଏକଦା ଗଞ୍ଜେଇ ହବ୍ କୁହା ଯାଉଥିବା ଅନୁଗୁଳ ଜିଲ୍ଲାରେ ପୁଣି ଚେଇଁଲେଣି ଗଞ୍ଜେଇ…
ରାଜରାସ୍ତାରେ ରାହାଜାନୀ କରି ବନ୍ଧା ହେଲେ ଚାରି ଯୁବକ ଅନୁଗୁଳ – ଦିନ ଦ୍ୱିପ୍ରହରରେ ରାଜ ରାସ୍ତାରେ ଯାଉଥିବା ଲୋକଙ୍କୁ ଅଟକାଇ ମାଡ ମାରି ବ୍ଲାକମେଲ କରି ଟଙ୍କା ଓ ମୋବାଇଲ ଲୁଟ କରିବା ଘଟଣାରେ ୪…