ଆଞ୍ଚଳିକ ବିବାହ ବନ୍ଧନରେ ବାନ୍ଧି ହେଲେ ଯୁବ ବିଧାୟକ Angul OnlineMay 12, 2023May 12, 2023 ଅନୁଗୋଳ – ବିବାହ ବନ୍ଧନରେ ବାନ୍ଧି ହେଲେ ପାଲଲହଡାର ଯୁବ ବିଧାୟକ ମୁକେଶ ପାଲ । ଆଜି ହିନ୍ଦୁ ରୀତି ନୀତି ଅନୁଯାୟୀ ଅନୁଗୋଳ ସ୍ଥିତ ଏକ ତାରକା ହୋଟେଲରେ ବହୁ ଧୂମଧାମରେ ବିବାହ ସମ୍ପର୍ଣ୍ଣ ହୋଇଛି । ଅନୁଗୋଳ ବଣିଆବାହାଳ ନୀବାସୀ ମଧୁସୂଦନ ପଟନାୟକଙ୍କ ଏକମାତ୍ର କନ୍ୟା ଅବଲିଶା ପଟନାୟକଙ୍କ ସହ ତାଂକ ବିବାହ ସମ୍ପର୍ଣ୍ଣ ହୋଇଛି । ଅନୁଗୋଳ ସହର ଅମଲାପଡା ତାଂକ ବାହଘର ଶୋଭାଯାତ୍ରା ବାହାରିଥିବା ବେଳେ ବାଜା , ବାଣ , ରୋସଣିରେ ଶତାଧିକ ବରଯାତ୍ରୀ ଯାଇଥିଲେ । ଆସନ୍ତା ରବିବାର ବିଧାୟକଙ୍କ ପକ୍ଷରୁ ନିଜ ପାଲଲହଡାସ୍ଥିତ ବାସଭବନରେ ବିବାହ ଭୋଜିର ଆୟୋଜନ କରାଯାଇଛି । Advertisement
ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଅନୁଗୁଳ – ଅନୁଗୁଳ ଠାରେ “ଆମ ପ୍ରତିଭା ଆମ ସ୍ବାଭିମାନ” ସଙ୍ଗଠନ ଦ୍ବାରା ” ମେଧାବୀ ସମ୍ବର୍ଦ୍ଧନା ଉତ୍ସବ – ୨୦୨୨ ” କାର୍ଯ୍ୟକ୍ରମ ପାଳନ ହୋଇ…
ଗାଡି ଚାଳକଙ୍କ ଖାମଖିଆଲ ଯୋଗୁଁ ଗଳି ପଡ଼ିଲା ଲୁହା ରଡ଼ – ଅଳ୍ପକେ ବର୍ତ୍ତିଲେ ଛାତ୍ରୀ ଅନୁଗୁଳ – ଅନୁଗୁଳ ସହର ଏବେ ବ୍ୟସ୍ତବହୁଳ ସହର ହୋଇ ପଡିଛି । ଏପରି ସ୍ଥଳେ ଗାଡି ମୋଟର ଚାଳକଙ୍କ ଅବହେଳା ପାଇଁ ଅନେକ ଦୁର୍ଘଟଣା ଘଟୁଛି…
ଲଳିତ ମୋହନ ବେହେରା ଜିଲ୍ଲା ପରିଷଦର ନୂତନ ମୁଖ୍ୟ ଉନ୍ନୟନ ଅଧିକାରୀ ଭାବେ ଯୋଗଦାନ ଅନୁଗୁଳ – ଅନୁଗୁଳ ଜିଲ୍ଲା ପରିଷଦର ନୂତନ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଲଳିତ ମୋହନ ବେହେରା ଆଜି କାର୍ଯ୍ୟରେ ଯୋଗ…