ଜିଲ୍ଲାରେ ଡରାଇଲାଣି ଜେଇ – ସ୍ୱାସ୍ଥ୍ୟ ବିଭାଗର ତନାଘନା
ଅନୁଗୁଳ - (ଅନୁଗୁଳ ଅନଲାଇନ)- ଓଡ଼ିଶାରେ ପୁଣି ଜାପାନିଜ୍ ଏନ୍ସେଫାଲିଟିସ୍ (ଜେଇ) ଆତଙ୍କ ଦେଖା ଦେଇଛି । ଏହି ଜେଇ ରୋଗ ରେ ଅନୁଗୁଳ ଜିଲ୍ଲାରୁ ୪ ଜଣ ପୀଡ଼ିତ ଥିବା ଜଣାପଡ଼ିଛି । ଏ ନେଇ ସ୍ବାସ୍ଥ୍ୟ ବିଭାଗ ତନାଘନା…
ଅନୁଗୁଳ - (ଅନୁଗୁଳ ଅନଲାଇନ)- ଓଡ଼ିଶାରେ ପୁଣି ଜାପାନିଜ୍ ଏନ୍ସେଫାଲିଟିସ୍ (ଜେଇ) ଆତଙ୍କ ଦେଖା ଦେଇଛି । ଏହି ଜେଇ ରୋଗ ରେ ଅନୁଗୁଳ ଜିଲ୍ଲାରୁ ୪ ଜଣ ପୀଡ଼ିତ ଥିବା ଜଣାପଡ଼ିଛି । ଏ ନେଇ ସ୍ବାସ୍ଥ୍ୟ ବିଭାଗ ତନାଘନା…
ଅନୁଗୁଳ - ନାଁ ତାଙ୍କର ନୟନା ସାହୁ, ଜଣେ ଆଶା କର୍ମୀ । ଯକ୍ଷ୍ମା ରୋଗ ପାଇଁ କାମ କରି ଏବେ ପ୍ରସଂସିତ । ଅଞ୍ଚଳରେ ଅନେକ ଲୋକ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ଥିଲେ । ତେବେ ୨୦୦୭ ମସିହାରୁ ସେ…
ଅନୁଗୁଳ - ଅନୁଗୁଳ ଜିଲ୍ଲାର ଡାକ୍ତରଖାନାରେ ମୃତ୍ୟୁବରଣ କରୁଥିବା ଲୋକ ହେଉ କିମ୍ବା ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ଶବ ସଂରକ୍ଷଣ କରିବା ଏବେ ଆହୁରି ସୁବ୍ୟବସ୍ଥିତ ହୋଇ ପାରିବ । ଏଥିପାଇଁ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ହାତ…
ଅନୁଗୁଳ - ଅନୁଗୁଳ ବ୍ଲକ ପୋକତୁଙ୍ଗା ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ରକୁ ମିଳିଲା ଗୁଣବତ୍ତା ନିଶ୍ଚିତତା ମାନକ ପ୍ରମାଣ ପତ୍ର । ଜନସ୍ୱାସ୍ଥ୍ୟ ସେବାରେ ଗୁଣାତ୍ମକ ମାନ ବୃଦ୍ଧି ସହ ରୋଗୀ ଅଧିକାର,ଗୋଷ୍ଠୀ ସ୍ତରୀୟ କ୍ଲିନିକାଲ୍ ସେବା,ସଂକ୍ରମଣ ନିୟନ୍ତ୍ରଣ, ସେବା…
ଅନୁଗୁଳ - ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ପରୀକ୍ଷଣ ଉପକରଣ ଯୋଗାଇଲେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ । ତାଳଚେର ବିଧାୟକଙ୍କ ଦ୍ୱାରା ସାଧାରଣତନ୍ତ୍ର ଦିବସରେ ଆଜି ଏଥିପାଇଁ ସାହାଯ୍ୟ ଓ ସହଯୋଗ ନାମରେ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରାଯାଇଛି…
ଅନୁଗୁଳ - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍ଫରେନ୍ସ ଜରିଆରେ ତାଳଚେରଠାରେ ୩୩୦ ଶଯ୍ୟା ବିଶିଷ୍ଟ ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ ଉଦ୍ଘାଟନ କରିଛନ୍ତି। ଏହି ହସ୍ପିଟାଲ ପ୍ରତିଷ୍ଠା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଅନୁଗୁଳ - ଅନୁଗୁଳ ଜିଲ୍ଲ ମୁଖ୍ଯ ଚିକିତ୍ସାଳୟର ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ବଦଳି ପରେ ଶୁକ୍ରବାର ଡାକ୍ତର ନୁତନ ଜିଲ୍ଲା ମୁଖ୍ଯ ଚିକିତ୍ସାଧିକାରୀ ଭାବେ ଶିବାନନ୍ଦ ମହାନ୍ତୀ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଡାକ୍ତର ମହାନ୍ତୀ ପୁର୍ବରୁ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ…
ଅନୁଗୋଳ - ଫ୍ୟାଲେରିଆ ରୋଗ ନିରାକରଣ ପାଇଁ ହେବାକୁ ଥିବା ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମରେ ସାମିଲ ୮୦ ଜଣ ପ୍ରଶିକ୍ଷକ ଙ୍କୁ ନେଇ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଆଗାମୀ ଅଗଷ୍ଟ ୧୦…
ଅନୁଗୋଳ - ଅନୁଗୋଳର ଜଣାଶୁଣା ବରିଷ୍ଠ ମେଡ଼ିସିନ ସ୍ପେସିଆଲିଷ୍ଟ,(ଅବସରପ୍ରାପ୍ତ) ଡ଼ଃ ଗୋକୁଳାନନ୍ଦ ବେହେରାଙ୍କର ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବୟସ ହୋଇଥିବା ବେଳେ ସେ ଗତ କିଛି ମାସ ହେଲା କର୍କଟ ରୋଗରେ ପୀଡିତ ହୋଇ…
ଅନୁଗୁଳ - ଅନୁଗୁଳ ଜିଲ୍ଲା ନିଶାସ୍ଥିତ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ପକ୍ଷରୁ ଏକ ମଲଟି ହସପିଟାଲର ଭୂମିପୂଜା ଅନୁଷ୍ଠିତ ହୋଇ ଯାଇଅଛି । ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା , ଜେଏସପିଏଲର ଅଧ୍ୟକ୍ଷ ନବୀନ ଜିନ୍ଦଲ ଏବଂ ଜେଏସପି ଫାଉଣ୍ଡେସନର…
ଅନୁଗୁଳ - ଆଜି ଆଶା,ଗାଁ କଲ୍ୟାଣ ସମିତି,ମହିଳା ଆରୋଗ୍ୟ ସମିତି,ଜନ ଆରୋଗ୍ୟ ସମିତିର ଜ଼ୀଲ୍ଲାସ୍ତରୀୟ ବାର୍ଷିକ ସମ୍ମିଳନୀ ଅନୁଗୁଳ ଗ୍ରାମ୍ୟଉନ୍ନୟନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନ ଯୋଗଦେଇ ଆଶାକର୍ମୀ…
ବନ୍ତଳା - ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅନ୍ତର୍ଗତ ଶିଶୁ ମାନଙ୍କର ସ୍ୱାଭାବିକ ଓ ସାମଗ୍ରିକ ବିକାଶ ଉପରେ ଏକ ସ୍ୱାସ୍ଥ୍ୟ ଶିବିର ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇ ଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ…
ଛେଣ୍ଡିପଦା - ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ଘରୋଇ ନର୍ସିଂହୋମର ଦାୟିତ୍ୱହୀନତା ଯୋଗୁଁ ଯାଆଁଳା ଶିଶୁ ଜନ୍ମ ପରେ ମା'ର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଜରପଡା ଥାନା…
ଅନୁଗୁଳ - ଓଡ଼ିଆ ସିନେମା ଶିଳ୍ପରେ ନୂତନ ଅଧ୍ୟାୟ ସୃଷ୍ଟି କରିଛି ଫିଲ୍ମ ଦମନ । ସିନେମା ହଲରୁ ଦର୍ଶକ ମୁହଁ ଫେରାଉଥିବାବେଳେ ଏହି ଫିଲ୍ମ ଓଡିଶାରେ ଚହଳ ସୃଷ୍ଟି କରିଛି । ମାଲକାନଗିରି ଭଳି ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣରେ…
ଅନୁଗୁଳ - ଅନୁଗୁଳୁ ଜିଲ୍ଲାରେ ଏଚ୍ ଆଇ ଭି ର ପ୍ରକୋପ ଦିନକୁ ଦିନ ବଢ଼ୁଥିବା ବେଳେ ମେଡ଼ିକ୍ ପକ୍ଷରୁ ଓସାକ୍ସ ସହାୟତାରେ ଏହାର ନିୟନ୍ତ୍ରଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଏହି ସବୁ କାର୍ଯ୍ୟ ମଧ୍ୟରେ ସଚେତନତା ,…