ମୁଖ୍ୟ ଖବର ପଇଡ ପଡି ଶିଶୁ କନ୍ୟା ମୃତ Angul OnlineAugust 18, 2024August 18, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ହେମାମୁରା ଗାଁରେ ଅଘଟଣ । ମୁଣ୍ଡରେ ପଇଡ ପଡି ୭ ମାସର ଶିଶୁକନ୍ୟା ମୃତ । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ଅର୍ଜୁନଧରା ଗ୍ରାମର କୁନା ପ୍ରଧାନ ଆଠମଲ୍ଲିକ ଥାନା ଅନ୍ତର୍ଗତ ହେମାମୁରା ଗ୍ରାମରେ ବିବାହ କରିଛନ୍ତି । ତାଙ୍କର ସାତ ମାସର ଶିଶୁ କନ୍ୟାଟିଏ ଅଛି । କୁନାଙ୍କ ସ୍ତ୍ରୀ ତାଙ୍କ ବାପ ଘର ହେମାମୁରା ଗ୍ରାମକୁ ଯାଇଥିବା ବେଳେ ରବିବାର ସକାଳେ ଗୋଟିଏ ପଇଡ ଉକ୍ତ ସାତ ମାସର ଶିଶୁ କନ୍ୟା ଉପର ଖସି ପଡ଼ିଥିଲା । ଯାହା ଫଳରେ ପରିବାର ଲୋକ ଶିଶୁକନ୍ୟାକୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ କନ୍ୟାର ମୃତ୍ୟୁ ହୋଇଥିଲା । Advertisement
ଦୁର୍ଘଟଣାରେ ଦୁଇ ମୃତ – ତିନି ଗୁରୁତର ଅନୁଗୁଳ – ଦୁଇଟି ଭିନ୍ନ ଭିନ୍ନ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ହୋଇଥିବା ଜଣା ପଡିଛି । ସୂଚନା ଅନୁସାରେ…
ଅନୁଗୁଳ ପୁଲିସରେ ଅଦଳବଦଳ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସର ଏସଆଇ ଓ ଏଏସଆଇ ସ୍ତରରେ ବୁଧବାର ଅଦଳ ବଦଳ ହୋଇଛି । ଏହି ଅଦଳବଦଳ ଅନୁସାରେ ଜିଲ୍ଲା ମୁଖ୍ୟାଳୟ ପକ୍ଷରୁ…
ଦିନରେ ଗଲା ଜୀବନ , ରାତିରେ ଲୁଟିନେଲେ ଧନ ଅନୁଗୁଳ – କୁହାଯାଏ ଦୁଃଖ ଯେତେବେଳେ ଆସେ ପଛକୁ ପଛ ଆସେ । ଏମିତି ଏକ ଘଟଣା ଘଟିଛି ଲକ୍ଷ୍ମୀପ୍ରିୟାପୁର ଗାଁର ବିଜୟ ସାହୁଙ୍କ ପରିବାର ଉପରେ…