ବାଣିଜ୍ୟ ପାର୍ବତୀ ହିରୋ ତରଫରୁ ରିହାତି ସହ ସ୍କ୍ରାଚ ଏଣ୍ଡ ୱିନ ଅଫର Angul OnlineOctober 3, 2024October 3, 2024 ଅନୁଗୁଳ – ପାର୍ବତୀ ହିରୋ ଅନୁଗୁଳ ତରଫରୁ ଶାରଦୀୟ ଦୁର୍ଗାପୂଜା ଓ ନବରାତ୍ର ଉପଲକ୍ଷେ ବିଭିନ୍ନ ଅଫର ଘୋଷଣା ହୋଇଛି । ପାର୍ବତୀ ମୋଟର୍ସ ସତ୍ଵାଧିକାରୀ ଅଶୋକ ମାଣ୍ଡୋଠିଆ ଏ ଅବସରରେ ଉପସ୍ଥିତ ରହି ପାର୍ବତୀ ହିରୋର ୨୫ ବର୍ଷ ପୂରଣ ଅବସରରେ ସମସ୍ତ ହିରୋ ଗାଡି ଉପରେ ୧୦୦୦ ଟଙ୍କା ଅଧିକ ରିହାତି ମିଳିବ ବୋଲି ଘୋଷଣା ହୋଇଛି । କମ୍ପାନୀ ତରଫରୁ ଗ୍ଲାମର ଗାଡି ଉପରେ ୫୦୦୦ଟଙ୍କା ପର୍ଯ୍ୟନ୍ତ ରିହାତି , ଏଚ ଏଫ ଡିଲକ୍ସ ଉପରେ ୨୫୦୦ଟଙ୍କା ରିହାତି ,ପ୍ଲେଜର ସ୍କୁଟର ଉପରେ ୨୫୦୦ଟଙ୍କା ପର୍ଯ୍ୟନ୍ତ ସ୍ପେଣ୍ଡର ,ପ୍ୟାସନ, ଡେଷ୍ଟିନି ଏହି ସବୁ ଗାଡି ଉପରେ ୧୦୦୦ଟଙ୍କା ତଥା ସ୍କ୍ରାଚ କାର୍ଡ ମାଧ୍ୟମରେ ନିଶ୍ଚିତ ଉପହାର ରହିଛି । ଏହି ଅଫର ଅକ୍ଟୋବର ୧୨ ତାରିଖ ପର୍ଯ୍ୟନ୍ତ ରହିବ । Advertisement
ଉତ୍କଳ ବି ୧ ଏବଂ ବି ୨ କୋଇଲା ଖଣି ପାଇଁ ଆରପିଡ଼ିଏସି ବୈଠକ ଅନୁଷ୍ଠିତ ଅନୁଗୁଳ – ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ଉତ୍କଳ ବି୧ ଏବଂ ବି୨ କୋଇଲା ଖଣି ପାଇଁ ଥଇଥାନ ଓ ପାରିପାର୍ଶ୍ଵିକ ଉନ୍ନୟନ ପରାମର୍ଶଦାତା କମିଟି…
Laxmi Honda ରେ Honda New SP 125 OBD-II (B) ର ବଜାର ପ୍ରବେଶ ଅନୁଗୁଳ – ଅନୁଗୁଳ Honda Motorcycle & Scooter India ର ଅଧିକୃତ ବିକ୍ରେତା Laxmi Honda ଠାରେ Honda ର ବହୁ ପ୍ରତିକ୍ଷିତ Motorcycle SP…
Citrus Clothing ର ନୂଆଷ୍ଟୋର ଉଦଘାଟନ କଲେ ଅଭିନେତା ସବ୍ୟସାଚୀ ଅନୁଗୁଳ – ଭାରତର ଏକ ଅଗ୍ରଣୀ ଏଵଂ ୨୪ ବର୍ଷର ଗ୍ରାହକଙ୍କ ବିଶ୍ୱାସ ଓ ଭରସା ରୂପରେ ଉଭା ହୋଇଥିବା ଏକ ସମ୍ପନ୍ନ ପୁରୁଷ ବସ୍ତ୍ର ବ୍ରାଣ୍ଡ…