କାଳବୈଶାଖୀ ପ୍ରଭାବ – ବ୍ୟାପକ କ୍ଷୟକ୍ଷତି , ମହିଳା ମୃତ

ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଆଜି କାଳବୈଶାଖୀ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଗଛ ପଡି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୁଖ୍ୟତଃ ଜିଲ୍ଲାର…

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଲେଭର ରୁମରେ ନିଆଁ

ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରସୂତୀ ବିଭାଗ ଲେବର ରୁମରେ ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଦେଖି ଧାଇଁଲେ ରୋଗୀ ଏବଂ…

ବୃଦ୍ଧାଙ୍କୁ ମାରିଦେଲା ହାତୀ

ଅନୁଗୁଳ – ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ । ଅନୁଗୁଳ ବନାଞ୍ଚଳ କରତପଟା ସେକ୍ସନ ନନ୍ଦପୁର ପଞ୍ଚାୟତ କୁସୁମପାଟ ଗ୍ରାମ ନିକଟରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କର…

ଇନ୍ସପେକ୍ଟର ସ୍ତରରେ ଅଦଳ ବଦଳ , ଛେଣ୍ଡିପଦା ଓ ତାଳଚେର ଥାନା ଅଧିକାରୀଙ୍କ ମଧ୍ୟ ବଦଳି

ଅନୁଗୁଳ – ଅନୁଗୁଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନଙ୍କ ନିର୍ଦେଶରେ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ ହୋଇଛି । ଏହି ଆଦେଶ ଅନୁଯାୟୀ ୭ ଜଣ ଇନ୍ସପେକ୍ଟରଙ୍କ…

ତିନି ଶ୍ରମିକ ମୃତ୍ୟୁ ଘଟଣା – ଶ୍ରୀ ମେଟାଲିକ ବିରୁଦ୍ଧରେ ହେବ କ୍ରିମିନାଲ ଆକ୍ସନ

ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ଥିବା ଶ୍ରୀ ମେଟାଳିକ କାରଖାନାରେ ବିଳମ୍ବିତ ରାତିରେ ଦୁର୍ଘଟଣାରେ ତିନି ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ମୃତ…

ପରୀକ୍ଷା ବଡ଼ ନା ADCCIର ସାଂସ୍କୃତିକ କାର୍ଯ୍ୟକ୍ରମ ? ଅନୁଗୁଳ ପ୍ରଶାସନର ପ୍ରାଥମିକତା ଉପରେ NCPCR ଙ୍କ ପ୍ରଶ୍ନ

ଅନୁଗୁଳ –  ଯେତେବେଳେ ଶହ ଶହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ୍ ନିର୍ଣ୍ଣୟ ହେଉଥିବା ଦ୍ୱାଦଶ ବୋର୍ଡ ପରୀକ୍ଷା ଚାଲିଛି, ସେତେବେଳେ ପରୀକ୍ଷା କେନ୍ଦ୍ର ସମ୍ମୁଖରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ,…

ରେଙ୍ଗାଳି ଜଳଭଣ୍ଡାର ହେବ ମତ୍ସ୍ୟ ଚାଷର ପ୍ରୟୋଗଶାଳା

ଅନୁଗୁଳ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଠାରେ ଥିବା ଓଏଚପିସି ଅତିଥି ଭବନ ପରିସରରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଏମଏସଏମଇ…

You cannot copy content of this page