ଗାଁ ଦେଇ ଭାରିଯାନ ଚଳାଚଳ ନେଇ ବିରୋଧ ସହ ଜିଲ୍ଲାପାଳଙ୍କୁ ଅଭିଯୋଗ

ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲ ଅନ୍ତର୍ଗତ ବାଲିପଟ୍ଟା ଗ୍ରାମବାସୀ ଆଜି ୩ ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସୂଚନା ଅନୁସାରେ,…

ପାଞ୍ଚ ଲୁଟେରା ଗିରଫ – ୧୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ

ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଶାଳଗାଡ଼ିଆ ଛକ ନିକଟରେ ଜଣେ ଫାଇନାନ୍ସ କର୍ମଚାରୀ ପପୁନ ପୋଇଙ୍କ ଠାରୁ ଗତ ୧୧ ତାରିଖରେ ଦୁଇ…

ପୁଅର ଦ୍ଵିତୀୟ ବିବାହ ପାଇଁ ବାପା ସାଜିଲା ସୈତାନ – ପୁଅକୁ ମାରି ପୋତିଦେଲା

ତାଳଚେର – ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ଅର୍କିଳି ଗାଁରେ ପାରିବାରିକ କଳହରୁ ଏକ ଜଘନ୍ୟ ହତ୍ୟାକାଣ୍ଡ ହେଇଛି । ପାରିବାରିକ କଳହ ଯୋଗୁଁ ପୁଅକୁ ହତ୍ୟା…

ଟ୍ରେନ ଚାଳକଙ୍କୁ ମାଡ଼ ମାରି ଲୁଟ କରିବା ଘଟଣାରେ ନଅ ଗିରଫ

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଲିଙ୍ଗରାଜ ଖଣି ଏରିଆରେ ଛିଡା ହୋଇଥିବା ଏକ ଟ୍ରେନର ଚାଳକ ଓ ପଏଣ୍ଟମ୍ୟାନଙ୍କୁ ମାଡ଼ ମାରିବା ସହ ଟ୍ରେନରୁ ଡିଜେଲ…

ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ କାରାଦଣ୍ଡାଦେଶ

ଅନୁଗୁଳ – ନାବଳିକାକୁ ଅପହରଣ ଏବଂ ଦୁଷ୍କର୍ମ ଅଭିଯୁକ୍ତକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମନା ଆଦେଶ ଦେଇଛନ୍ତି ଅନୁଗୁଳ ଅତିରିକ୍ତ…

ଚାକିରୀ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ – ଠକକୁ ବାନ୍ଧିଲା ପୁଲିସ

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଭରତପୁର କୋଇଲା ଖଣିରେ ରହିଥିବା ସାଇଲୋରେ ଚାକିରୀ କରାଇଦେବା କହି ୨୦ ଲକ୍ଷ ଟଙ୍କା ଠକିନେଲେ ତିନି ଜଣ ଠକ…

ଚୋରା ମୋବାଇଲ ଓ ମୋଟରସାଇକେଲ ହସ୍ତାନ୍ତର କଲା ପୁଲିସ – କେନ୍ଦ୍ରମନ୍ତ୍ରୀ ଦେଲେ ଯୋଗ

ଅନୁଗୁଳ – ଆଜି ଅନୁଗୁଳ ଜିଲ୍ଲା ପୁଲିସ ପକ୍ଷରୁ ଏକ ବଣ୍ଟନ ମେଳା ଅନୁଷ୍ଠିତ ହୋଇ ଯାଇଛି । ଏଥିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ଟାଙ୍ଗିଆରେ ପତ୍ନୀଙ୍କୁ ହାଣି ହତ୍ୟା – ସ୍ୱାମୀ ଗିରଫ

ବଇଣ୍ଡା – ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଗଦେଇମୁଣ୍ଡା ଗ୍ରାମରେ ପତ୍ନୀ ରଇବାରି ଦେହୁରୀଙ୍କୁ ତାଙ୍କ ସ୍ୱାମୀ ଚକ୍ରଧର ଦେହୁରୀ ଏକ ଟାଙ୍ଗିଆ ରେ ହାଣି ହତ୍ୟା…

ସୁଭଦ୍ରା ଖଣି କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋଧ

ଅନୁଗୋଳ – ଅନୁଗୋଳ ଜିଲ୍ଲାପାଳ ନିଶା ଶିଳ୍ପାଞ୍ଚଳ ଥାନା କଙ୍କରେଇ ଗାଁ ନିକଟରେ ସୁଭଦ୍ରା କୋଇଲା ଖଣି ପକ୍ଷରୁ କୋଇଲା ପରିଚାଳନା କେନ୍ଦ୍ର ବା ସାଇଲୋର ନିର୍ମାଣ…

କୋଇଲା ପରିବହନ ତାତି, ପ୍ରଶାସନକୁ ଦାୟୀକରି ଟ୍ରକ ମାଲିକ ସଙ୍ଘର ଆନ୍ଦୋଳନ

ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ଥମିବାର ନାଁ ଧରୁନି କୋଇଲା ପରିବହନର ତାତି । ନୈନି କୋଇଲା ଖଣିରୁ କୋଇଲା ପରିବହନକୁ ନେଇ ଏବେ…

ଛୁଆ ଚୋରି ସନ୍ଦେହ – ଗାଡି ଚାଳକକୁ ଲଙ୍ଗଳା କରି ପିଟିଲେ ଅନ୍ୟପଟେ ଦୁଇ ମହିଳାଙ୍କୁ ପୁଲିସର ଜିମା ଦେଲେ

ଅନୁଗୁଳ – ପିଲା ଚୋର ଗୁଜବ ପାଇଁ ଗାଡି ଚାଳକ ଯୁବକଙ୍କୁ ଅମାନୁଷିକ ମାଡ ମାରିଲେ ଯୁବ ଗୋଷ୍ଠୀ । ଯୁବକକୁ ଉଦ୍ଧାର କରିବାକୁ ଯାଇ ପୁଲିସ…

କୋଶଳା ଗ୍ରାମବାସୀଙ୍କ ଆନ୍ଦୋଳନ ସମସ୍ୟାର ଖୁବ ଶୀଘ୍ର ହେବ ସମାଧାନ – ଧର୍ମେନ୍ଦ୍ର

ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ବ୍ଲକ ଦେଇ ଯାଇଥିବା ଅନୁଗୁଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର କୋଶଳା ଗ୍ରାମ ମଧ୍ୟ ଦେଇ ମସୁଧା କରାଯାଉଥିବା ବେଆଇନ କୋଇଲା…

You cannot copy content of this page