ମୁଖ୍ୟ ଖବର
View Allଆଞ୍ଚଳିକ
ViewAllମହିଳା କଂଗ୍ରେସ ପକ୍ଷରୁ ରୋଗୀଙ୍କୁ ଫଳ ବଣ୍ଟନ
ଆଜି ଅଖିଳ ଭାରତ ମହିଳା କଂଗ୍ରେସର ୪୨ତମ ପ୍ରତିଷ୍ଠା ଦିବସ ଅବସରରେ ଅନୁଗୋଳ ଜିଲ୍ଲା ମହିଳା କଂଗ୍ରେସ କମିଟି ର ସଭାନେତ୍ରୀ ସବିତା ଧୀରଙ୍କ ନେତୃତ୍ୱରେ ଅନୁଗୋଳ…
ଅନୁଗୁଳ ଡାଇରି
View Allଆମ ଓଡିଶା
View Allରାଜନୀତି
View Allଜିଲ୍ଲା ଯୋଜନା କମିଟି ନିର୍ବାଚନରେ ବିଜୟ ପରେ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ ଅନୁଗୋଳ ବିଜେଡିର ବିଜୟୀ ପ୍ରାର୍ଥୀ
ଅନୁଗୋଳ - ଅନୁଗୋଳ ଜିଲ୍ଲା ଯୋଜନା କମିଟି (DPC) ନିର୍ବାଚନରେ ବିଜୁ ଜନତା ଦଳ ୧୦ଟି ଆସନରେ ବିଜୟୀ ହେବା…
ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ବିଜେପିର ପାଲଟା ପ୍ରତିବାଦ – ରାହୁଲ ଓ ନବୀନଙ୍କ କୁଶପୁତ୍ତଳିକା ଦାହ
ଅନୁଗୋଳ - କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ କଂଗ୍ରେସ ଓ ବିଜେଡିର ଆନ୍ଦୋଳନର ପାଲଟା ଜବାବ…
ମୋଦୀ-ଶାହା-ଧର୍ମେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ, ଡବଲ ଇଞ୍ଜିନ ସରକାର ବିରୋଧରେ ଗର୍ଜିଲା କଂଗ୍ରେସ
ଅନୁଗୋଳ - ଦିଲ୍ଲୀ ଓ ଭୁବନେଶ୍ୱରରେ କଂଗ୍ରେସର ଆନ୍ଦୋଳନରତ ନେତା ଓ କର୍ମୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ କଡ଼ା ବିରୋଧ…
ନର୍ସ ନିଯୁକ୍ତି କେଳେଙ୍କାରୀରେ ରାଜନୀତି ତେଜିଲା, ବିଜେପିକୁ ଘେରିଲା ବିଜେଡି
ଅନୁଗୋଳ - ତାଳଚେର ପବିତ୍ର ମୋହନ ମେଡିକାଲ କଲେଜର ଠିକା ନର୍ସ ନିଯୁକ୍ତି କେଳେଙ୍କାରୀକୁ ନେଇ ସରଗରମ ରାଜନୀତି। ଆଜି…
ବିଶ୍ୱରଜନ ପାଣିଗ୍ରାହୀ ଜିଲ୍ଲା ଯୁବ କଂଗ୍ରେସ କମିଟିର ସଭାପତି ମନୋନୀତ
ଅନୁଗୁଳ - ଓଡିଶା ପ୍ରଦେଶ ଯୁବ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟର ବିଭିନ୍ନ ୧୨ଟି ଜିଲ୍ଲା ପାଇଁ ଜିଲ୍ଲା ଯୁବ…
ମନୋରଞ୍ଜନ
ଖେଳ ଓ ଖେଳାଳି
ଅପରାଧ
View Allଜଗନ ହତ୍ୟା ମାମଲା: ୧୦ ଜଣଙ୍କୁ ଆଜୀବନ ଜେଲ୍
ଅନୁଗୋଳ - ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଡେରେଜାଙ୍ଗ ଡ୍ୟାମର ଜଣେ ୱାଚମ୍ୟାନ୍ଙ୍କୁ ଭୋଜି କରିବା ବାହାନାରେ ଡାକି ନେଇ ସଂଘବଦ୍ଧ ଭାବେ ହତ୍ୟା ମାମଲାରେ ଅନୁଗୋଳ ଜିଲ୍ଲା ଦୌରା ଜଜ ଅଦାଲତ ୧୦ ଜଣଙ୍କୁ ଆଜୀବନ କାରାଦଣ୍ଡ ଦେଇଛନ୍ତି। ୧୯ ଜଣ ସାକ୍ଷୀଙ୍କ ବୟାନ ଏବଂ ପ୍ରମାଣକୁ…
ଦୋକାନ ପୋଡ଼ି ଘଟଣା: ଅଭିଯୁକ୍ତ କାଳିଆ ଭୋଇ ଗିରଫ
ଅନୁଗୋଳ - ଗତ ମଙ୍ଗଳବାର (୧୫ ତାରିଖ) ଦିନ ନୁଆମୌଜା ପଞ୍ଚମହଲା ଅଞ୍ଚଳରେ ଦୋକାନରେ ନିଆଁ ଲଗାଇବା ଘଟଣାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ କାଳିଆ ଭୋଇ। ତାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଘଟଣାର ଅଧିକ ତଦନ୍ତ…
ଡିଜେ ଗାଡ଼ି ଅଟକ, ୪୫ ହଜାର ଟଙ୍କା ଜରିମାନା
ଛେଣ୍ଡିପଦା - ବିଶ୍ୱକର୍ମା ପୂଜା କଳସ ଯାତ୍ରା ସମୟରେ ବିନା ଅନୁମତିରେ ଡିଜେ ବଜାଇବା ମହଙ୍ଗା ପଡ଼ିଛି। ଅନୁମତି ବିନା ଡିଜେ ଚଳାଉଥିବା ଏକ ଗାଡ଼ିକୁ ଛେଣ୍ଡିପଦା ପୋଲିସ ଅଟକ ରଖିଥିବା ବେଳେ, ଅନୁଗୋଳ ଆରଟିଓ ପକ୍ଷରୁ ୪୫ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି। ସୂଚନା ଅନୁଯାୟୀ,…



