ପରୀକ୍ଷା ବଡ଼ ନା ADCCIର ସାଂସ୍କୃତିକ କାର୍ଯ୍ୟକ୍ରମ ? ଅନୁଗୁଳ ପ୍ରଶାସନର ପ୍ରାଥମିକତା ଉପରେ NCPCR ଙ୍କ ପ୍ରଶ୍ନ
ଅନୁଗୁଳ – ଯେତେବେଳେ ଶହ ଶହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ୍ ନିର୍ଣ୍ଣୟ ହେଉଥିବା ଦ୍ୱାଦଶ ବୋର୍ଡ ପରୀକ୍ଷା ଚାଲିଛି, ସେତେବେଳେ ପରୀକ୍ଷା କେନ୍ଦ୍ର ସମ୍ମୁଖରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ,…
